#ମୋଦୀଜୀଙ୍କୁ ଏତେ ବିରୋଧର ସାମ୍ନା କରିବାର କାରଣ କଣ ?
ଚାଲ ଏହି ବିରୋଧ ବା ଛାନିଆର କେତୋଟି କାରଣ ବିଷୟରେ ଆଲୋଚନା କରିବା ।
👉୧)- ଆଧାର ସଂଯୋଗ ଫଳରେ ମହାରାଷ୍ଟ୍ରରୁ ୧୦,୦୦,୦୦୦(ଦଶ ଲକ୍ଷ୍ୟ) ଗରିବ ଗାଏବ ହୋଇଗଲେ ।
👉୨)- ଆଧାର ସଂଯୋଗ ଫଳରେ ୩୭,୦୦,୦୦୦(ସଇଁତିରିଶ ଲକ୍ଷ୍ୟ) ବି_ପି_ଏଲ୍ କାର୍ଡଧାରୀ ଗାଏବ ହୋଇଗଲେ ।
👉୩)- ଆଧାର ସଂଯୋଗ ଫଳରେ (ତିନି କୋଟି) ଭୁତ ବା ଜାଲ LPG ଗ୍ରାହାକ ଗାଏବ ହୋଇଗଲେ ।
👉୪)- ଆଧାର ସଂଯୋଗ ଫଳରେ ମାଦ୍ରାସାରୁ ଛାତ୍ରବୃତ୍ତି ପାଉଥିବା ୧,୯୫,୦୦୦(ଏକ ଲକ୍ଷ୍ୟ ପଞ୍ଚାନବେ ହଜାର) ଛାତ୍ର ଗାଏବ ହୋଇଗଲେ ।
👉୫)- ଆଧାର ସଂଯୋଗ ଫଳରେ ସାରା ଦେଶରୁ ୧,୫୦,୦୦,୦୦୦(ଏକ କୋଟି ପଚାଷ ଲକ୍ଷ୍ୟ) ରୁ ଅଧିକ ରାସନ କାର୍ଡଧାରୀ ଗାଏବ ହୋଇଗଲେ ।
ଏମାନେ କଣ ପାଇଁ ଗାଏବ ହୋଇଗଲେ ?
ଚୋର ମାନଙ୍କର କଳା କାରନାମା ଧରାପଡି ଯିବାର ଭୟରୁ !!!
ଏଣୁ ଚୋରମାନେ ଓ ଏମାନଙ୍କର ସମର୍ଥକ ମାନେ ସର୍ବୋଚ୍ଚ ନ୍ୟାୟାଳୟରେ ଅଳିକରି ମୁଣ୍ଡ ପିଟୁଥିଲେ କି - ଆଧାର ଲିଙ୍କ ସେମାନଙ୍କର ମୌଳିକ ଅଧିକାର କୁଆଡେ ହନନ ହେଇଯିବ !!!
#ଚୋର ମାଙ୍କର ବ୍ୟକ୍ତିଗତ ଗୁପ୍ତତା କାଳେ ସେମାନଙ୍କର ମୌଳିକ ଅଧିକାର !🤔🤔🤔
👉୬) ୪,୫୦,୦୦୦(ଚାରି ଲକ୍ଷ୍ୟ ପଚାଷ ହଜାର) ରୁ ଅଧିକ ଜାଲ ତଥା କାଗଜ କଲମରେ ହୋଇଥିବା କମ୍ପାନୀ( Fake Company) ବନ୍ଦ । ସେମାନଙ୍କର ଏକ ଓ ଏକାଧିକ ଜାଲ ପରିଚାଳକ ମାନେ ବି ଆଧାର ସଂଯୋଗିକରଣ ଦ୍ବାରା ହଜିଗଲେ ।
✍️ ତଳସ୍ତରର କୁଜି, ମଧ୍ୟମ, ବଡ ଟାଉଟର ମାନଙ୍କ
👉୭) ଆଧାର ସଂଯୋଗ ଫଳରେ #ରାସନ ଡିଲର ମାନଙ୍କର କେଳେଙ୍କାରୀ ଖତମ ଫଳରେ ଅନେକ ଡିଲର ଅଖୁସି ହୋଇଗଲେ ।
👉୮)- ସମାନ୍ତରଳ ଚୋରା ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଭାଙ୍ଗି ଯିବାରୁ , ବିଷେସକରି କଂଗ୍ରେସିଆ, ରିଜର୍ଭବ୍ୟାଙ୍କର ଉଚ୍ଚ ପଦସ୍ତ ଅଧିକାରୀ ଓ ପୁର୍ବ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ଆଦିଙ୍କ ଦ୍ବାରା ବ୍ରିଟେନର ନୋଟ ପାଇଁ କାଗଜ ବନାଉଥିବା କମ୍ପାନୀ(ସେହି କମ୍ପାନୀ ପାକିସ୍ତାନକୁ ବି ନୋଟ କାଗଜ ଦିଏ ) ସହ ମିଶି ସରକାରୀ ବ୍ୟାଙ୍କ ଦ୍ବାରା ପାଖାପାଖି ୧୫,୦୦୦,୦୦୦,୦୦୦,୦୦୦(ପନ୍ଦର ଲକ୍ଷ୍ୟ କୋଟି) ର ସମାନ୍ତରଳ ଜାଲ ନୋଟ ସାମ୍ରାଜ୍ୟ ଧ୍ୱଂସ ହୋଇଗଲା ।
ଫଳରେ ଏବେ ବିମୁଦ୍ରିକରଣ ପର ଠାରୁ ୧.୫ ଗୁଣ ଅଧିକ ମୁଲ୍ୟର ନୋଟ ଛପା ହେବା ସତ୍ବେ ବି ମୁଦ୍ରାସ୍ପିତୀ କମ୍ ରହୁଛି ।
👉୯) ମୁଦ୍ରାସ୍ପିତୀ କମ ରହିବା ଓ ଚୋରା ତଥା ସମାନ୍ତରଳ ଅର୍ଥ ସାମ୍ରାଜ୍ୟ ଧ୍ୱଂସ ହେବା ଦ୍ୱାରା ଭୁସଂମ୍ପତିର ମନଇଛା ମୂଲ୍ୟ ବୃଦ୍ଧି ନହେବାରୁ ଜମି ଦଲାଲ , ରିୟଲଇଷ୍ଟେଟ ଦଲାଲ ମାନେ ଅଖୁସି ହୋଇଗଲେ ।
👉୧୦) ଦୋନମ୍ବରୀ ଧନରେ ଜମି, ବିଲଡିଂ, ସୁନା, ରୂପା, ଅଳଙ୍କାର ଆଦି କିଣୁଥିବା ଦଲାଲମାନେ ଅଖୁସି ହୋଇଗଲେ ।
✍️ ଅନଲାଇନ ବ୍ୟବସ୍ଥାକୁ ଅଧିକରୁ ଅଧିକ ବିଭାଗରେ ଲାଗୁ କରିବା
👉୧୧)- ଏହା ଦ୍ବାରା ମଝିରେ ପଶି ଦଲାଲୀ କରୁଥିବା ପଲ ପଲ ଟାଉଟର ଅଖୁସି ହୋଇଗଲେ ।
👉୧୨)- ଇ ଟେଣ୍ଡର ବ୍ୟବସ୍ଥା ଦ୍ବାରା କେତେକ ଠିକାଦାର ଅଖୁସି ହୋଇଗଲେ ।
👉୧୩)- DBTL ଲାଗୁ ହେବା ଦ୍ବାରା ଚୋରାରେ ଗ୍ୟାସ ବିକୁଥିବା ବେପାରି ଗୋଷ୍ଠୀ ଅଖୁସି ହୋଇଗଲେ।
୧୪) ଦେଶଦ୍ରୋହୀ ଦଲାଲ NGO ମାନଙ୍କ ଉପରେ ପାହାର ଦ୍ବାରା ୪୦,୦୦୦ (ଚାଳିଷ ହଜାର) ରୁ ଅଧିକ ବନ୍ଦ ହୋଇଗଲେ । ଫଳରେ ଦଲାଲ NGO ମାଲିକ ଓ ତା'ଙ୍କ ଚେଲା ଚାମୁଣ୍ଡା ମାନେ ଅଖୁସି ହୋଇଗଲେ ।
👉୧୫) ଅଧିକ ଆୟ ଥାଇ ମଧ୍ୟ ଆୟକର ଫାଙ୍କୁଥିବା ଲୋକମାନେ ଆୟକର ଦେବାକୁ ବାଧ୍ଯ ହେଲେ , ଫଳରେ ଏଥିରୁ ମଧ୍ୟ ଦଳେ ଅଖୁସି ହୋଇଗଲେ ।
👉୧୬ ବ୍ୟାପକ ଟିକସ ଠକୁଥିବା ବେପାରୀ ଗୋଷ୍ଠି GST ପ୍ରକ୍ରିୟା ଦ୍ବାରା ଅଖୁସି ହୋଇଗଲେ ।
👉୧୭) ଦୋନମ୍ବରୀ ବାଟରେ ରୋଜଗାର କରି କୁବେର ହେବା ଗୋଷ୍ଠି ମାନଙ୍କର ରୋଜଗାର କମିଯିବାରୁ ସେମାନେ ଅଖୁସି ହୋଇଗଲେ ।
👉୧୮) କଳାକୁ ଧଳା କରିବା ବ୍ୟବସ୍ଥା ଧିରେଧିରେ ଆଣ୍ଠେଇବାରୁ ଏହି ଗୋଷ୍ଠି ମାନେ ଅଖୁସି ହୋଇଗଲେ ।
👉୧୯) କାମଚୋର ସରକାରୀ କର୍ମଚାରୀ ମାନେ ସମୟାନୁବର୍ତ୍ତି ଭାବେ କାମ କରିବାକୁ ପଡିବାରୁ ଅଖୁସି ହୋଇଗଲେ ।
👉୨୦)-ଯେଉଁ ସରକାରୀ କର୍ମଚାରୀ ଲାଞ୍ଚ ନେଇ କାମ କରିବାରେ ଅଭ୍ୟସ୍ତ ଥିଲେ , ସେମାନଙ୍କ ଉପରେ ଛାଟ ପଡିବାରୁ ସେମାନେ ଅଖୁସି ହୋଇଗଲେ ।
💥 ଏହିଭଳି ଲୋକମାନେ ବା ଗୋଷ୍ଠି/ଗୋଷ୍ଠିମାନେ ଅଖୁସି ହେବା ହିଁ ସ୍ବାଭାବିକ ।
ଏହି ସମସ୍ତଙ୍କର ଅଖୁସି ହେବା ହିଁ ରାଷ୍ଟ୍ର ବଦଳୁଛି ବୋଲି ଜାଣିବାକଥା ।
💥 ଯଦି ଦେଶ ପାଇଁ କିଛି କରିବାକୁ ଚାହୁଥାଆନ୍ତି ଏହି ସଂଦେଶକୁ ବୁଝି ଓ ଏକାଧିକ ଲୋକଙ୍କୁ ବୁଝାଇବାକୁ ପଡିବ ।
💥 ବାସ ଆପଣଙ୍କ ଏହି କାମରେ ଦେଖୁ ଦେଖୁ ସାରା ଦେଶ ଯୋଡି ହୋଇଯିବ ।
💥 ବାସ ଏବେ ଏହି ମେସେଜକୁ ଫରଓ୍ବାର୍ଡ କରନ୍ତୁ । ୨-୩ ସେକଣ୍ଡ ସମୟ ଲାଗିବ ।
ଭାରତ ମାତା କି ଜୟ....
ବନ୍ଦେ ମାତରମ୍.....
🙏🏻🙏🏻🙏🏻